Bookmark Now @ www.OdiaKhati.Com

Odia Mp3 Odia Bhajan Odia Photo Odia Movie Odia Jatra

⚡Latest Odia Movie Songs 2021 - 2021 ନୂଆଁ ଓଡିଆ ସିନେମା ଗୀତ ଡାଉନଲୋଡ କରନ୍ତୁ

Lucky Ra LockDown Love Story (2020) Latest Odia Movie song 2020 Dil Mora Manena Latest Odia Movie song 2020 Musa Mora Rajnikant Latest Odia Movie song 2020 Bidyarana Latest Odia Movie song 2020 Tike Love Tike Twist Latest Odia Movie song 2020 Adrushyam Latest Odia Movie song 2020 Queen Latest Odia Movie song 2020

Create Your Personal Website @ Low Cost Contact Us : - 8114997906 (Whatsapp Only)


Ramayana Kiskindhya Kanda by Dukhishyam Tripathy

Ramayana Kiskindhya Kanda by Dukhishyam Tripathy

Ramayana Kiskindhya Kanda by Dukhishyam Tripathy Info

Movie / Album /File Detail

Description : Album : Sampurna Ramayana (Kiskindhya Kanda)
Singer : Dukhishyam Tripathy
Written By : Baishya Sadashiba
|| ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର କିଷ୍କିନ୍ଧ୍ୟା କାଣ୍ଡ || ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ: ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି। ଶ୍ରୀରାମଙ୍କଦ୍ୱାରା ବାଳୀବଧ: ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।

Total Tracks/Files : 8

Share :

Ramayana Kiskindhya Kanda by Dukhishyam Tripathy Download Link

New 2 Old|By Download| A To Z| Added|
Sugribanka-Pase-Laxmana-Gamana-Ramayana-Kiskindhya-Kanda
Sugribanka-Pase-Laxmana-Gamana-Ramayana-Kiskindhya-Kanda.mp3
[35.35 mb] | 687 Downloads
Sugribara-Charidige-Duta-Prerana-Ramayana-Kiskindhya-Kanda
Sugribara-Charidige-Duta-Prerana-Ramayana-Kiskindhya-Kanda.mp3
[8.89 mb] | 633 Downloads
Ramanka-Saha-Hanura-Bheta-O-Sugriba-Saha-Mitrata-Ramayana-Kiskindhya-Kanda
Ramanka-Saha-Hanura-Bheta-O-Sugriba-Saha-Mitrata-Ramayana-Kiskindhya-Kanda.mp3
[63.76 mb] | 628 Downloads
Bakaku-Ramanka-Baradana-Ramayana-Kiskindhya-Kanda
Bakaku-Ramanka-Baradana-Ramayana-Kiskindhya-Kanda.mp3
[14.52 mb] | 618 Downloads
Astabiranka-Kampasara-Prabesa-Ramayana-Kiskindhya-Kanda
Astabiranka-Kampasara-Prabesa-Ramayana-Kiskindhya-Kanda.mp3
[10.55 mb] | 626 Downloads
Ramankara-Dunduvi-Fingiba-Saptasala-Chhedana-O-Bali-Binasa-Ramayana-Kiskindhya-Kanda
Ramankara-Dunduvi-Fingiba-Saptasala-Chhedana-O-Bali-Binasa-Ramayana-Kiskindhya-Kanda.mp3
[35.01 mb] | 638 Downloads
Bali-Sri-Ramanka-Kathopakathana-O-Balira-Mokshaya-Saha-Sugribanka-Rajyabhiseka-Ramayana-Kiskindhya-Kanda
Bali-Sri-Ramanka-Kathopakathana-O-Balira-Mokshaya-Saha-Sugribanka-Rajyabhiseka-Ramayana-Kiskindhya-Kanda.mp3
[24.80 mb] | 656 Downloads
Ramankara-Malyabanta-Basa-Ramayana-Kiskindhya-Kanda
Ramankara-Malyabanta-Basa-Ramayana-Kiskindhya-Kanda.mp3
[19.89 mb] | 629 Downloads

Home » Odia Bhajan Songs » Odia Purana,Osha,Brata And Katha » Sampuna Ramayana - by Dukhishyam Tripathy » Ramayana Kiskindhya Kanda by Dukhishyam Tripathy

Tags

Tags: Ramayana Kiskindhya Kanda by Dukhishyam Tripathy Download,Ramayana Kiskindhya Kanda by Dukhishyam Tripathy All Mp3 Song Download,Ramayana Kiskindhya Kanda by Dukhishyam Tripathy Full Mp3 Songs, Ramayana Kiskindhya Kanda by Dukhishyam Tripathyoriginal music download,Ramayana Kiskindhya Kanda by Dukhishyam Tripathy itunesrip Song Download,Ramayana Kiskindhya Kanda by Dukhishyam Tripathy Download Ringtone, Ramayana Kiskindhya Kanda by Dukhishyam TripathyDownloads Free Ringtone,Ramayana Kiskindhya Kanda by Dukhishyam Tripathy star cast,Ramayana Kiskindhya Kanda by Dukhishyam Tripathyall song,Ramayana Kiskindhya Kanda by Dukhishyam Tripathy odia gita,Ramayana Kiskindhya Kanda by Dukhishyam Tripathy Movies Wallpapers,Ramayana Kiskindhya Kanda by Dukhishyam Tripathyshare on whatsapp,Ramayana Kiskindhya Kanda by Dukhishyam Tripathyshare on facebook,Ramayana Kiskindhya Kanda by Dukhishyam Tripathy Odia Songs Free Download, Odia Songs, Cast and Crew, 64kbps,128kbps, 190Kbps & 320 Kbps Songs free download, Ramayana Kiskindhya Kanda by Dukhishyam Tripathy Odia Mp3 Songs Free Download

OdiaKhati.Com 2011-2021 * Sitemap