odiakhati.com- odia music downloadDMCA | Disclaimer | Privacy Policy | About Us | Contact Us | DMCA.com Protection Status

Date- Time-

Movie Updates



ନୂଆଁ ଓଡିଆ ଆଲବମ ଗୀତ ଡାଉନଲୋଡ କରିବାପାଇଁ ଆମ ସାଇଟ odiawebs.in କୁ ଯାଆନ୍ତୁ । (Daily Updates)
Whatsapp No - 8249222794

Ramayana Aadya Kanda by Dukhishyam Tripathy

Ramayana Aadya Kanda by Dukhishyam Tripathy

 Ramayana Aadya Kanda by Dukhishyam Tripathy Info :-

Movie / Album /File Detail:
Description: Album : Sampurna Ramayana (Aadya Kanda) Singer : Dukhishyam Tripathy Written By : Baishya Sadashiba -------------------------------------------------------- || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଆଦ୍ୟକାଣ୍ଡ || ଅଯୋଧ୍ୟା ଓ ଦଶରଥଙ୍କ ବିବରଣ : ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ଦଶରଥଙ୍କ ପୁତ୍ରେଷ୍ଟି ଯାଗ : ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] । ରାମ ଜନ୍ମ : ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ[୨] । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ । ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ: ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।

Share:

Ramayana Aadya Kanda by Dukhishyam Tripathy Download Link

Batare-Parsurama-Bheta Batare-Parsurama-Bheta.mp3
[11.94 mb] | 126 Downloads
Dasarathanka-Prutresti-Jagnya-O-Rushyasrunga-Jarata-Prasanga Dasarathanka-Prutresti-Jagnya-O-Rushyasrunga-Jarata-Prasanga.mp3
[5.67 mb] | 129 Downloads
Brahma-Siba-Parbati-Kathopakathana-Debagananku-Bishnunka-Baradana Brahma-Siba-Parbati-Kathopakathana-Debagananku-Bishnunka-Baradana.mp3
[4.79 mb] | 142 Downloads
Saraswati-Bandana Saraswati-Bandana.mp3
[2.18 mb] | 118 Downloads
Guhakasaha-Mitrata Guhakasaha-Mitrata.mp3
[1.89 mb] | 121 Downloads
Sarba-Deva-Devi-Bandana Sarba-Deva-Devi-Bandana.mp3
[2.06 mb] | 123 Downloads
Ganeshanka-Bandana Ganeshanka-Bandana.mp3
[4.22 mb] | 122 Downloads
Laxamananka-Bandana Laxamananka-Bandana.mp3
[1.77 mb] | 123 Downloads

You May Also Like :-

Odia Album Punei Janha All Original Mp3 Song Free Download Odia Album Mehendi All Original Mp3 Song Free Download Odia Album Bhala Pauchi All Original Mp3 Song Free Download Odia Movie Tike Love Tike Twist 2020 All Original Mp3 Song Free Download Odia Movie Baazi - The Story Of Revenge (2005) All Original Mp3 Song Free Download Odia Movie Queen 2020 All Original Mp3 Song Free Download Odia Movie Tu Bhari Beautiful 2020 All Original Mp3 Song Free Download Odia Movie Sundargarh Ra Salaman Khan 2018 All Original Mp3 Song Free Download Odia Movie Suna Palinki (1997) All Original Mp3 Song Free Download Odia Movie O My Love 2005 All Original Mp3 Song Free Download Odia Movie Omm All Original Mp3 Song Free Download Odia Movie Pabitra Bandhana (1999) All Original Mp3 Song Free Download Odia Bhajan Chaka Nayana all original songs download


Home » Odia Bhajan Songs » Odia Purana,Osha,Brata And Katha » Sampuna Ramayana - by Dukhishyam Tripathy » Ramayana Aadya Kanda by Dukhishyam Tripathy

Tags

Tags: Ramayana Aadya Kanda by Dukhishyam Tripathy Download,Ramayana Aadya Kanda by Dukhishyam Tripathy All Mp3 Song Download,Ramayana Aadya Kanda by Dukhishyam Tripathy Movies Full Mp3 Songs, Ramayana Aadya Kanda by Dukhishyam Tripathy video song download,Ramayana Aadya Kanda by Dukhishyam Tripathy Mp4 HD Video Song Download,Ramayana Aadya Kanda by Dukhishyam Tripathy Download Ringtone, Ramayana Aadya Kanda by Dukhishyam Tripathy Downloads Free Ringtone,Ramayana Aadya Kanda by Dukhishyam Tripathy star cast,Ramayana Aadya Kanda by Dukhishyam Tripathy all song,Ramayana Aadya Kanda by Dukhishyam Tripathy odia gita,Ramayana Aadya Kanda by Dukhishyam Tripathy Movies Wallpapers,Ramayana Aadya Kanda by Dukhishyam Tripathy share on whatsapp,Ramayana Aadya Kanda by Dukhishyam Tripathy share on facebook,Ramayana Aadya Kanda by Dukhishyam Tripathy Odia Songs Free Download, Odia Songs, Cast and Crew, 64kbps,128kbps, 190Kbps & 320 Kbps Songs free download
Ramayana Aadya Kanda by Dukhishyam Tripathy Odia Mp3 Songs Free Download

OdiaKhati.Com 2011-2020 * Sitemap