Ramayana Uttara Kanda by Dukhishyam Tripathy Info
Movie / Album /File Detail
Description : Album : Sampurna Ramayana (Uttara Kanda)
Singer : Dukhishyam Tripathy
Written By : Baishya Sadashiba
ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଉତ୍ତର କାଣ୍ଡ :
ଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । ଚାରି ଭାଇଙ୍କର ଦୁଇଟି ଲେଖାଏ ପୁତ୍ର ସନ୍ତାନ ହେଲା । ଆଦର୍ଶ ରାମରାଜ୍ୟ ପ୍ରତିଷ୍ଠା ହେଲା । ଉପୋରକ୍ତ କଥା ସହିତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ଉତ୍ତରାକାଣ୍ଡରେ ଶ୍ରୀରାମ-ବଶିଷ୍ଠ ସମ୍ବାଦ, ନାରଦଙ୍କର ଅଯୋଧ୍ୟା ଆସି ରାମଚନ୍ଦ୍ରଙ୍କ ସ୍ତୁତି ଗାନ ଓ ଶିବ ପାର୍ବତୀ ସଂବାଦ, ଗରୁଡ ମୋହ, ଗରୁଡଙ୍କର କାକଭୁଷଣ୍ଡିଙ୍କଠାରୁ ରାମକଥା ଏବଂ ରାମ ମହିମା ଶ୍ରବଣ ଇତ୍ୟାଦି ବର୍ଣ୍ଣନା କରିଅଛନ୍ତି - ସୀତା ବନବାସ, ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଞ୍ଜ, ଲବକୁଶଙ୍କ ରାମାୟଣ ଗାନ, ସୀତା ଓ ରାମଙ୍କ ଦେହତ୍ୟାଗ
Total Tracks/Files : 8