OdiaKhatiBookmark Now @ www.OdiaKhati.ComOdiaKhati

⚡ Latest Odia Movie Songs 2021 - ୨୦୨୦ ନୂଆଁ ଓଡିଆ ସିନେମା ଗୀତ ଡାଉନଲୋଡ କରନ୍ତୁ

Join OdiaKhati Whatsapp Group For Latest Updates (Click On Icon For Join) >>> share Whatsapp


Ramayana Lanka Kanda Vol 1

Ramayana Lanka Kanda Vol 1

Ramayana Lanka Kanda Vol 1 Info

Movie / Album /File Detail

Description : Album : Sampurna Ramayana (Lanka Kanda) (Vol 1)
Singer : Dukhishyam Tripathy
Written By : Baishya Sadashiba
-------------------------------------------------------------
|| ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଲଙ୍କା କାଣ୍ଡ || ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ : ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ । ଶାନ୍ତିର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶକ୍ତିବାଣର ପ୍ରହାରରେ ଲକ୍ଷ୍ମଣ ମୁର୍ଚ୍ଛା ହୋଇଗଲେ । ତାଙ୍କର ଚିକିତ୍ସା ପାଇଁଁ ହନୁମାନ ଶୁଶେଣ ବୈଦ୍ୟଙ୍କୁ ଆଣିଲେ ଏବଂ ସଂଜୀବନୀ ଆଣିବାକୁ ଗଲେ । ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ ।

Total Tracks/Files : 11

Share : share Whatsapp

Ramayana Lanka Kanda Vol 1 Download Link

New 2 Old|By Download| A To Z| Added|
Angadara-Duta-Prerana
Angadara-Duta-Prerana.mp3
[11.58 mb] | 1347 Downloads
Rabana-Yudhaku-Gamana
Rabana-Yudhaku-Gamana.mp3
[13.44 mb] | 1213 Downloads
Hanumana-Duta-Hoi-Lanka-Gamana
Hanumana-Duta-Hoi-Lanka-Gamana.mp3
[11.64 mb] | 1220 Downloads
Rabanara-Soka
Rabanara-Soka.mp3
[21.62 mb] | 1209 Downloads
Punaraya-Yudha-Arambha
Punaraya-Yudha-Arambha.mp3
[7.96 mb] | 1151 Downloads
Indrajitara-Brahmastra-Prayoga
Indrajitara-Brahmastra-Prayoga.mp3
[9.82 mb] | 1208 Downloads
Rakshyasa-Banara-Yudha
Rakshyasa-Banara-Yudha.mp3
[20.03 mb] | 1189 Downloads
Ramankara-Subalayare-Gada-Nirmana
Ramankara-Subalayare-Gada-Nirmana.mp3
[15.05 mb] | 1183 Downloads

Top Categories

star odia song Odia Movie Songs
star odia song Odia Album Songs
star odia song Odia Bhajan Songs
star odia song Odia Singer Collection
star odia song Odia Sambalpuri Songs

Tags

Tags: Ramayana Lanka Kanda Vol 1 Download,Ramayana Lanka Kanda Vol 1 All Mp3 Song Download,Ramayana Lanka Kanda Vol 1 Full Mp3 Songs, Ramayana Lanka Kanda Vol 1original music download,Ramayana Lanka Kanda Vol 1 itunesrip Song Download,Ramayana Lanka Kanda Vol 1 Download Ringtone, Ramayana Lanka Kanda Vol 1Downloads Free Ringtone,Ramayana Lanka Kanda Vol 1 star cast,Ramayana Lanka Kanda Vol 1all song,Ramayana Lanka Kanda Vol 1 odia gita,Ramayana Lanka Kanda Vol 1 Movies Wallpapers,Ramayana Lanka Kanda Vol 1share on whatsapp,Ramayana Lanka Kanda Vol 1share on facebook,Ramayana Lanka Kanda Vol 1 Odia Songs Free Download, Odia Songs, Cast and Crew, 64kbps,128kbps, 190Kbps & 320 Kbps Songs free download, Ramayana Lanka Kanda Vol 1 Odia Mp3 Songs Free Download

OdiaKhati.Com 2011-2021 * Sitemap