OdiaKhatiBookmark Now @ www.OdiaKhati.ComOdiaKhati

⚡ Latest Odia Movie Songs 2021 - ୨୦୨୦ ନୂଆଁ ଓଡିଆ ସିନେମା ଗୀତ ଡାଉନଲୋଡ କରନ୍ତୁ

Join OdiaKhati Whatsapp Group For Latest Updates (Click On Icon For Join) >>> share Whatsapp


Ramayan Ajodhya Kanda By Dukhishyam Tripathy

Ramayan Ajodhya Kanda By Dukhishyam Tripathy

Ramayan Ajodhya Kanda By Dukhishyam Tripathy Info

Movie / Album /File Detail

Description : Album : Sampurna Ramayana (Ajodhya Kanda)
Singer : Dukhishyam Tripathy
Written By : Baishya Sadashiba

|| ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଅଯୋଧ୍ୟାକାଣ୍ଡ || ରାମଙ୍କ ବିବାହ : ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତୃଘ୍ନ ଶୃତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ । ପିତୃସତ୍ୟ ପାଳନ ନିମନ୍ତେ ବନଗମନ: ରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣଙ୍କ ପାଦ ଯେଉଁ ବନପ୍ରଦେଶରେ ପଡ଼ିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ ଭକ୍ତିର ଉଦାହରଣସ୍ୱରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।

Total Tracks/Files : 10

Share : share Whatsapp

Ramayan Ajodhya Kanda By Dukhishyam Tripathy Download Link

New 2 Old|By Download| A To Z| Added|
Sitankara-Banchha-Bataku-Prathana-Ramayana-Ajodhya-Kanda
Sitankara-Banchha-Bataku-Prathana-Ramayana-Ajodhya-Kanda.mp3
[19.63 mb] | 1126 Downloads
Sri-Ramanka-Rajyabhiseka-Ramayana-Ajodhya-Kanda
Sri-Ramanka-Rajyabhiseka-Ramayana-Ajodhya-Kanda.mp3
[8.18 mb] | 1029 Downloads

Top Categories

star odia song Odia Movie Songs
star odia song Odia Album Songs
star odia song Odia Bhajan Songs
star odia song Odia Singer Collection
star odia song Odia Sambalpuri Songs

Tags

Tags: Ramayan Ajodhya Kanda By Dukhishyam Tripathy Download,Ramayan Ajodhya Kanda By Dukhishyam Tripathy All Mp3 Song Download,Ramayan Ajodhya Kanda By Dukhishyam Tripathy Full Mp3 Songs, Ramayan Ajodhya Kanda By Dukhishyam Tripathyoriginal music download,Ramayan Ajodhya Kanda By Dukhishyam Tripathy itunesrip Song Download,Ramayan Ajodhya Kanda By Dukhishyam Tripathy Download Ringtone, Ramayan Ajodhya Kanda By Dukhishyam TripathyDownloads Free Ringtone,Ramayan Ajodhya Kanda By Dukhishyam Tripathy star cast,Ramayan Ajodhya Kanda By Dukhishyam Tripathyall song,Ramayan Ajodhya Kanda By Dukhishyam Tripathy odia gita,Ramayan Ajodhya Kanda By Dukhishyam Tripathy Movies Wallpapers,Ramayan Ajodhya Kanda By Dukhishyam Tripathyshare on whatsapp,Ramayan Ajodhya Kanda By Dukhishyam Tripathyshare on facebook,Ramayan Ajodhya Kanda By Dukhishyam Tripathy Odia Songs Free Download, Odia Songs, Cast and Crew, 64kbps,128kbps, 190Kbps & 320 Kbps Songs free download, Ramayan Ajodhya Kanda By Dukhishyam Tripathy Odia Mp3 Songs Free Download

OdiaKhati.Com 2011-2021 * Sitemap