Bada Bhauja (1988) Info
Movie / Album /File Detail
Description : ବ୍ୟାନର - ଚନ୍ଦନା ଫିଲ୍ମସ୍
ପ୍ରଯୋଜକ - ସୁମନ୍ତ ଦେ
ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା - ରଜନୀକାନ୍ତ ସାମନ୍ତରାୟ
କାହାଣୀ – ଡ . କାର୍ତ୍ତିକେଶ୍ବର ପାତ୍ର
ଗୀତ ଓ ସଂଳାପ – ନିଜାମ , ସଂଗୀତ - ମୁସୀର
କ୍ୟାମେରା - ଅଶୋକ ପାଇଁ , ସମ୍ପାଦନା - ରବି ପଟ୍ଟନାୟକ
ଭୂମିକାରେ – ଉତ୍ତମ , କଲ୍ୟାଣୀ ମଣ୍ଡଳ , ଦେବୁ ବୋଷ , ବୈଶାଳୀ , ଶ୍ରୀରାମ , ବିଜୟ ମହାନ୍ତି , ଦୁଃଖୁରାମ , ଦେବୁ ବ୍ରହ୍ମା , ଅସିତ ପତି , ଜୟୀ , ମାମିନା , ମାଷ୍ଟର ଅନୁପ ପ୍ରମୁଖ
ମୁକ୍ତିଲାଭ – ତା ୨୮.୦୭.୧୯୮୮
Total Tracks/Files : 7